ବିବାହ ପାଇଁ ହେଲିକପ୍ଟର ବୁକ୍ କରିବେ କି? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିବ..

ନୂଆଦିଲ୍ଲୀ : ବର୍ତ୍ତମାନର ସମୟ ଅଧ୍ୟୟନର। ନୂତନ ଅନୁଭବ ପାଇଁ ପ୍ରତ୍ୟେକ ଦିନ ବିଶେଷଜ୍ଞମାନେ ଅନେକ ଗବେଷଣା, ଅଧ୍ୟୟନ କରି ଥାଆନ୍ତି। ସେହିପରି ଲୋକେ ନିଜ ଜୀବନରେ ଖାସ୍ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାନ୍ତି। ସେଭଳି ଘଟଣା ମଧ୍ୟରୁ ଗୋଟିଏ ହେଲିକପ୍ଟର ବୁକିଂ ସହ ଜଡିତ। ଲୋକେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ହେଲିକପ୍ଟର ବୁକିଂ କରୁଛନ୍ତି। ବିବାହ ପରେ ଝିଅ ବିଦା ହେବା ପାଇଁ ଏବେ ହେଲିକପ୍ଟର ବୁକିଂ ମଧ୍ୟ କରାଯାଉଛି। … Continue reading ବିବାହ ପାଇଁ ହେଲିକପ୍ଟର ବୁକ୍ କରିବେ କି? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିବ..