www.samajalive.in
Saturday, December 6, 2025
19.1 C
Bhubaneswar

ବିବାହ ପାଇଁ ହେଲିକପ୍ଟର ବୁକ୍ କରିବେ କି? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିବ..

ନୂଆଦିଲ୍ଲୀ : ବର୍ତ୍ତମାନର ସମୟ ଅଧ୍ୟୟନର। ନୂତନ ଅନୁଭବ ପାଇଁ ପ୍ରତ୍ୟେକ ଦିନ ବିଶେଷଜ୍ଞମାନେ ଅନେକ ଗବେଷଣା, ଅଧ୍ୟୟନ କରି ଥାଆନ୍ତି। ସେହିପରି ଲୋକେ ନିଜ ଜୀବନରେ ଖାସ୍ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାନ୍ତି। ସେଭଳି ଘଟଣା ମଧ୍ୟରୁ ଗୋଟିଏ ହେଲିକପ୍ଟର ବୁକିଂ ସହ ଜଡିତ। ଲୋକେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ହେଲିକପ୍ଟର ବୁକିଂ କରୁଛନ୍ତି। ବିବାହ ପରେ ଝିଅ ବିଦା ହେବା ପାଇଁ ଏବେ ହେଲିକପ୍ଟର ବୁକିଂ ମଧ୍ୟ କରାଯାଉଛି। ଆପଣ ମଧ୍ୟ ଏଭଳି କିଛି ଯୋଜନା କରୁଥିଲେ, ଜାଣନ୍ତୁ କେତେ ଟଙ୍କାରେ କିପରି ଏହାକୁ ବୁକିଂ କରି ପାରିବେ।

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

- Advertisement -

ଅନଲାଇନ୍ ଯୁଗରେ ହେଲିକପ୍ଟର ବୁକ୍ କରିବା କିଛି କଠିନ କାମ ନୁହେଁ। ବିବାହ ପାଇଁ ହେଲିକପ୍ଟର ବୁକ୍ କରିବା ପାଇଁ ଟ୍ରାଭେଲ୍ ଏଜେନ୍ସି କିମ୍ବା ଏହାର ୱେବସାଇଟରେ ଯାଇ ବୁକ୍ କରି ପାରିବେ।
ବର୍ତ୍ତମାନ ବିଭିନ୍ନ ପ୍ରକାର ହେଲିକପ୍ଟର ବୁକିଂ କରାଯାଉଛି। ଅଧିକାଂଶ ହେଲିକପ୍ଟରରେ ପାଇଲଟଙ୍କ ସହ ୩ ଜଣ ବସିବା ପାଇଁ ବୁକ୍ କରାଯାଇପାରିବ। ଏହାର ବୁକିଂ ଘଣ୍ଟା ଅନୁଯାୟୀ ଟଙ୍କା ନିଶ୍ଚିତ କରାଯାଏ। ଅଧିକ ସମୟ ପାଇଁ ଅଧିକ ଟଙ୍କା ଦେବାକୁ ପଡିଥାଏ।

ହ୍ୱାଟ୍ସଆପ୍ : ଏହି ୪ଟି ମେସେଜ୍ କ୍ଲିକ୍ କରିବା ପଡିବ ମହଙ୍ଗା,ହେବ ଆକାଉଣ୍ଟ ଖାଲି..

ରିପୋର୍ଟ ଅନୁଯାୟୀ, ସାଧାରଣତଃ ସମସ୍ତ ହେଲିକପ୍ଟର ଦେଉଥିବା ଏଜେନ୍ସି ପ୍ରଥମେ ୨ ଘଣ୍ଟା ପାଇଁ ବୁକିଂ ପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ନେଇଥାଆନ୍ତି। ଏହି ମୂଲ୍ୟ ପ୍ରାୟ ୨ରୁ ୨.୫ ଲକ୍ଷ ମଧ୍ୟରେ ହେବ। ଏହି ମୂଲ୍ୟରେ ଆପଣ ୨ ଘଣ୍ଟା ପର୍ଯ୍ୟନ୍ତ ହେଲିକପ୍ଟର ବ୍ୟବହାର କରି ପାରିବେ। ଏହା ପରେ ୫୦ ରୁ ୬୦ ହଜାର ଟଙ୍କା ଘଣ୍ଟା ପ୍ରତି ବଢିବ। ଏହାପରେ ଅନ୍ୟ କିଛି କାରଣ ରହିଛି,ଯେଉଁଥି ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡିଥାଏ।

ରାହୁ-କେତୁଙ୍କ ପ୍ରଭାବ ଥିଲେ ମିଳେ ଏହି ସଙ୍କେତ : ଏମିତି ମିଳିବ ଶୁଭଫଳ..

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories