ରାହୁ-କେତୁଙ୍କ ପ୍ରଭାବ ଥିଲେ ମିଳେ ଏହି ସଙ୍କେତ : ଏମିତି ମିଳିବ ଶୁଭଫଳ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କ ସ୍ଥିତି ଜାତକରେ ଦୁର୍ବଳ ରହିଲେ,ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ହଠାତ୍ ଦୁର୍ଘଟଣା ଘଟିବା ସହ ସମସ୍ୟା ଲାଗି ରହିଥାଏ। ତେବେ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ,ଯାଦ୍ୱାରା ରାହୁ-କେତୁ ଶାନ୍ତ ହେବା ସହ ଶୁଭଫଳ ପ୍ରାପ୍ତି ହେବ। ରାହୁଙ୍କ ଅଶୁଭ ପ୍ରଭାବ ଥିଲେ, ଖରାପ ସ୍ୱପ୍ନ, ହଠାତ୍ ଚମକିବା, ମାନସିକ ରୋଗ, ଦୁଃଶ୍ଚିନ୍ତା, ବ୍ୟସ୍ତତା ଅନୁଭବ ହୋଇଥାଏ। ରାହୁଙ୍କ କାରଣରୁ ଆଘାତ ଲାଗିବା, ଶତ୍ରୁତା, ଜେଲ ଦଣ୍ଡ ଆଦି … Continue reading ରାହୁ-କେତୁଙ୍କ ପ୍ରଭାବ ଥିଲେ ମିଳେ ଏହି ସଙ୍କେତ : ଏମିତି ମିଳିବ ଶୁଭଫଳ..