ହ୍ୱାଟ୍ସଆପ୍ : ଏହି ୪ଟି ମେସେଜ୍ କ୍ଲିକ୍ କରିବା ପଡିବ ମହଙ୍ଗା,ହେବ ଆକାଉଣ୍ଟ ଖାଲି..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ହ୍ୱାଟ୍ସଆପ୍ ବ୍ୟବହାର ସଭିଏଁ କରି ଥାଆନ୍ତି। ଏହି ଆପ୍ ମାଧ୍ୟମରେ ଲୋକଙ୍କ ନିକଟକୁ ବିଭିନ୍ନ ମେସେଜ ଆସିଥାଏ। ସେହି ମେସେଜ ମଧ୍ୟରୁ କିଛି ମେସେଜ ଆପଣଙ୍କ ସମ୍ପର୍କୀୟ,ବନ୍ଧୁଙ୍କର ହୋଇଥିବା ବେଳେ ଅନ୍ୟ କିଛି ସାଇବର ଅପରାଧୀଙ୍କର ମଧ୍ୟ ଥାଏ। ମାତ୍ର ସାଇବର ଅପରାଧୀ ମାନେ ଏହା ଜରିଆରେ ଅନେକ ତଥ୍ୟ ନେଇ ଆକାଉଣ୍ଟରୁ ଟଙ୍କା ଖାଲି କରି ଦିଅନ୍ତି। ଏଭଳି ମେସେଜରେ ଅନେକ ଲିଙ୍କ୍ ଆସିଥାଏ। ଯାହାକୁ କ୍ଲିକ୍ କରିବା ଦ୍ୱାରା … Continue reading ହ୍ୱାଟ୍ସଆପ୍ : ଏହି ୪ଟି ମେସେଜ୍ କ୍ଲିକ୍ କରିବା ପଡିବ ମହଙ୍ଗା,ହେବ ଆକାଉଣ୍ଟ ଖାଲି..