www.samajalive.in
Saturday, December 6, 2025
14.1 C
Bhubaneswar

୨୩ ସୁଦ୍ଧା ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ପୁଣି ଭିଜିବ ଓଡିଶା । ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେବ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..

୨୦ ନଭେମ୍ବରରେ ମହାଲକ୍ଷ୍ମୀ ରାଜଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ଦେଖନ୍ତୁ ଭିଡିଓ; ସ୍କୁଟିରେ ଯାଉଥିଲେ ଯୁବତୀ, ଲାତ ମାରିଲା ଘୋଡା, ଆଉ ତା’ପରେ..

ଆଉ ମାତ୍ର ଗୋଟିଏ ଦିନ ପାଇଁ.. ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌, ଶସ୍ତାରେ ମିଳୁଛି ଆଇଫୋନ୍‌ ସହ ଏସବୁ ସ୍ମାର୍ଟଫୋନ୍‌..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories