www.samajalive.in
Friday, December 5, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ସ୍କୁଟିରେ ଯାଉଥିଲେ ଯୁବତୀ, ଲାତ ମାରିଲା ଘୋଡା, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । ନିକଟରେ ସୋସିଆଲ୍‌ ମିଡିଆରେ ଘୋଡା ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ହଠାତ୍‌ ଲାତ ମାରୁଛି । ଏହି ଭିଡିଓ ସଭିଁଙ୍କୁ ଭୟଭୀତ କରିବା ସହ ଆଶ୍ଚର୍ଯ୍ୟ ଚକିତ କରିଛି ।

- Advertisement -

ଭିଡିଓରେ ପ୍ରଥମେ ଘୋଡା ସବାରୀ କରୁଥିବା ଜଣେ ଯୁବକଙ୍କୁ ଦେଖିପାରିବେ । ସେହି ସମୟରେ ରାସ୍ତାରେ ୨ ଜଣ ଯୁବତୀ ସ୍କୁଟିରେ ଯାଉଥିଲେ । ମାତ୍ର ହଠାତ୍‌ ଘୋଡାଟି ସ୍କୁଟି ଚଳାଉଥିବା ଯୁବତୀଙ୍କୁ ଲାତ ମାରିଥିଲା । ଫଳରେ ୨ ଜଣ ଯୁବତୀ ରାସ୍ତା ଉପରେ ପଡିଯିବା ସହ ଗୁରୁତର ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା ଅନ୍ୟ ମାନେ ଏହି ଘଟଣାରେ ସ୍ତବ୍ଧ ହୋଇ ଯାଇଥିଲେ । ଘୋଡା ସବାରୀ କରୁଥିବା ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫେରାର୍‌ ହୋଇ ଯାଇଥିଲା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୨୦ ନଭେମ୍ବରରେ ମହାଲକ୍ଷ୍ମୀ ରାଜଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ଆଉ ମାତ୍ର ଗୋଟିଏ ଦିନ ପାଇଁ.. ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌, ଶସ୍ତାରେ ମିଳୁଛି ଆଇଫୋନ୍‌ ସହ ଏସବୁ ସ୍ମାର୍ଟଫୋନ୍‌..

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories