ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..

ଦେବୋତ୍ଥାନ ଏକାଦଶୀ ପରେ ଆରମ୍ଭ ହୋଇ ସାରିଛି ବିବାହ ତିଥି । ମାତ୍ର ଅନେକ ଯୁବକ ଯୁବତୀଙ୍କ ବିବାହରେ ବାରମ୍ବାର ସମସ୍ୟା ଦେଖାଯିବା ସହ ବିବାହରେ ବିଳମ୍ବ ହୋଇଥାଏ । ତେବେ ଏଭଳି କିିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବିବାହରେ ଆସୁଥିବା ସମସ୍ୟା ଦୂର ହୋଇଥାଏ । ଶୀଘ୍ର ବିବାହ ମଧ୍ୟ ହୋଇଥାଏ । ଶୀଘ୍ର ବିବାହ ପାଇଁ.. ମାନ୍ୟତା ଅନୁଯାୟୀ, ଗାଧୋଇବା ପାଇଁ ଥିବା ପାଣିରେ ଅଳ୍ପ ହଳଦୀ ମିଶାଇ ଏହି … Continue reading ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..