ସକାଳ ଯାଏଁ ଏହି ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି କୋହଲା ପାଗ ସହ ଲଘୁଚାପ ଜନିତ ବର୍ଷା । ତେବେ ଶନିବାର ସକାଳ ୮ଟା ୩୦ ଯାଏଁ କିଛି ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୪ ଜିଲା ଜଗତସିଂହପୁର ,କେନ୍ଦ୍ରାପଡା, ଗଞ୍ଜାମ, ଗଜପତିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଶୁକ୍ରବାର ସକାଳୁ ଟ୍ୱିନ ସିଟିରେ କୋହଲା ପାଗ ସହ ସକାଳୁ ବର୍ଷା ଲାଗି ରହିଛି।

ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

ନୂଆବର୍ଷ ୨୦୨୫ର ପ୍ରଥମ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ : ବୁଧ-ସୂର୍ଯ୍ୟ ଏକାଠି ହୋଇ ଏହି ରାଶିଙ୍କୁ କରିବେ ମାଲାମାଲ୍‌, ଭାଗ୍ୟଶାଳୀ..

‘ସୁଭଦ୍ରା’, ‘ଆବାସ ଯୋଜନା’; ଏମାନଙ୍କୁ ମିଳିବ ଅଧିକ ୫୦ ହଜାର- ଉପମୁଖ୍ୟମନ୍ତ୍ରୀ

ଆଗାମୀ ୧୨ ଘଣ୍ଟାରେ ଅବପାତ! ଏସବୁ ଜିଲାରେ କୋହଲା ପାଗ ସହ ହେବ ବର୍ଷା..

 

Comments are closed.