ଆଗାମୀ ୧୨ ଘଣ୍ଟାରେ ଅବପାତ! ଏସବୁ ଜିଲାରେ କୋହଲା ପାଗ ସହ ହେବ ବର୍ଷା..

ଭୁବନେଶ୍ୱର : ୱେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବ। ପ୍ରଭାବରେ ଆଜି ଓ କାଲି ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଉତ୍ତର-ଉତ୍ତର ପୂର୍ବକୁ ଏହା ଗତି କରିବାର ସମ୍ଭାବନା ରହିଛି । … Continue reading ଆଗାମୀ ୧୨ ଘଣ୍ଟାରେ ଅବପାତ! ଏସବୁ ଜିଲାରେ କୋହଲା ପାଗ ସହ ହେବ ବର୍ଷା..