କପ୍ତିପଦା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ଘରେ ଭିଜିଲାନ୍ସ ଚଢଉ

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ତାଙ୍କର କପ୍ତିପଦାସ୍ଥିତ ବାସଭବନ ସମେତ କାର୍ଯ୍ୟାଳୟ ଏବଂ ପୈତୃକ ଘର ଓ ବାଲେଶ୍ୱର ଠାରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢଉ ଜାରି ରହିଛି । ଭିଜିଲାନ୍ସର ୫ଟି ଟିମ୍‌ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଛି ।

Leave A Reply