ୱାର୍ଟର ପାର୍କରେ ବୋମାମାଡ଼, ୭ ଗିରଫ

ପୁରୀ: ଚନ୍ଦନପୁର ଥାନା ୱାର୍ଟର ପାର୍କରେ ବୋମା ଓ ଗୁଳିମାଡ଼ ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦନପୁର ପୁଲିସ ୭ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଓ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ସେମାନଙ୍କଠାରୁ ମିଳିଥିବା ୨ଟି ମୋବାଇଲ ମଧ୍ୟ ଜବତ ହୋଇଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Comments are closed.