mission shakti banner

ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

BSKY banner  750×100

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଶପଥ ଗ୍ରହଣ କରିଥିବା ସମସ୍ତ ସହଯୋଗୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ମନ୍ତ୍ରୀ ଭାବେ ସେମାନଙ୍କର କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।

ଏକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ସହଯୋଗୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ମନ୍ତ୍ରୀ ଭାବେ ସେମାନଙ୍କର କାର୍ଯ୍ୟକାଳ ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି। ଆମେ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ଲାଗି ଆଗକୁ ମଧ୍ୟ କାର୍ଯ୍ୟ ଜାରି ରଖିବୁ ଏବଂ ଏକ ଦୃଢ଼ ଏବଂ ସମୃଦ୍ଧ ଭାରତ ନିର୍ମାଣ କରିବୁ।

Comments are closed.