ଗାଡ଼ି ଧକ୍କାରେ ୨ ଯୁବତୀ ଆହତ

ପାଟଣା : ଆଜି ବେପରୁଆ ଗାଡ଼ି ଚାଳନା କାରଣରୁ ଗୋଟିଏ ପିକଅପ ଗାଡ଼ି ବ୍ୟାକ କରି ଦୁଇ ଯୁବତୀଙ୍କୁ ଧକ୍କା ଦେଇଛି। ଘଟଣାଟି ୪୯ ନଂ ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ପଥକର ଫାଟକ ନିକଟରେ ଘଟିଛି। ୨ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ରୋଗୀ ଯାନରେ ସ୍ଥାନାନ୍ତରିତ ହୋଇଛନ୍ତି। ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.