ପାଟଣା : ପାଟଣା ବନାଞ୍ଚଳ କଣ୍ଟିଆପଡା ଜଙ୍ଗଲରେ ୩୨ ଟିକିଆ ବଣୁଆ ହାତୀପଲ ଡେରା ପକାଇଛନ୍ତି। ଏହି ଦଳରେ ୧୩ ଟି ଦନ୍ତା ,୧୨ ଟି ମାଇ ହାତୀ ଓ ୭ ଟି ଶିଶୁ ହାତୀ ଥିବା ଜଣାପଡିଛି। ଏହି ହାତୀପଲ କିଛି କ୍ଷୟକ୍ଷତି କରି ନଥିବା ବେଳେ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଜଙ୍ଗଲ ମୁହାଁ ହେଉଥିବା ଜଣାପଡିଛି। ବନରକ୍ଷୀ ଓ ପାରା କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।
Popular Categories



