BJD Bijuli 480×75 Mob

ପାରାଦୀପରେ ଯାତ୍ରୀବାହୀ ଜାହାଜ ; ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ବୁଲିବେ ବିଦେଶୀ ପର୍ଯ୍ୟଟକ

BJD Bijuli 480×75 Mob
0

ପାରାଦୀପ : ଦୀର୍ଘ  ୧୦-୧୧ ବର୍ଷ ପରେ ଶନିବାର ଏକ ଯାତ୍ରୀବାହୀ ଜାହାଜ ‘ସିଲଭର ସି କ୍ରୁଜ୍’ ପାରାଦୀପ ବନ୍ଦରରେ ପହଞ୍ଚିଛି । ଏହି  ଜାହାଜରେ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ ଅଛନ୍ତି। ରାଜ୍ୟ ସରକାରଙ୍କ ସଂସ୍କତି ବିଭାଗ ପକ୍ଷରୁ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଥିଲା।

ଏହି ଜାହାଜରେ ଆସିଥିବା ପର୍ଯ୍ୟଟକମାନେ ରତ୍ନଗିରି, ଉଦୟଗିରି, ଲଳିତଗିରି ସମେତ ଓଡ଼ିଶାର ଅନେକ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଖାଇବେ ବୋଲି ସୂଚନା ମିଳିଛି।

Leave A Reply