www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇଚକିଆ ଇଭି ବିକ୍ରି ତାଲିକାରେ ଓଲା ନଂ-୧

ନୂଆଦିଲ୍ଲୀ : ଦେଶର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ତାଲିକାରେ ସର୍ବପ୍ରଥମେ ଓଲା କମ୍ପାନୀ ନାଁ ରହିଛି । ବଜାରରେ ନଜର ଆସୁଥିବା ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡିରୁ ଅଧା କେବଳ ଓଲା କମ୍ପାନୀର ସ୍କୁଟର । କମ୍ପାନୀ ପରେ ଟିଭିଏସ୍ ଓ ବଜାଜ କମ୍ପାନୀ ନାଁ ଆସୁଛି । ବର୍ତ୍ତମାନ ଏହି ତାଲିକାରୁ ଏଥର ଏନର୍ଜି ବାହାରି ଯାଇଛି । ଓଲା ଗତ ମାସରେ ୩୭,୧୯୧ ୟୁନିଟ୍ସ ବିକ୍ରି କରିଛି । ଟିଭିଏସ୍ ୧୧,୭୭୦ ୟୁନିଟ୍ସ ଏବଂ ବଜାଜ ୯୧୮୯ ୟୁନିଟ୍ସ ବିକ୍ରି କରିଛି । ଏହା ପରେ ଏଥର ଏବଂ ହିରୋ ମୋଟୋକର୍ପ ଆସୁଛନ୍ତି । ଏଥର ୬,୦୨୪ ୟୁନିଟ୍ସ ଓ ହିରୋ ୨,୪୫୩ ୟୁନିଟ୍ସ ବିକ୍ରି କରିଛି ।

ଗତ ୫ ମାସର ବିକ୍ରି କଥା କହିବା ତ ଓଲା ଇଲେକ୍ଟ୍ରିକ୍ ଜାନୁୟାରୀରେ ୩୨,୩୮୪ ୟୁନିଟ୍, ଫେବୃୟାରୀରେ ୩୩,୯୯୧ ୟୁନିଟ୍, ମାର୍ଚ୍ଚରେ ୫୩,୫୦୧ ୟୁନିଟ୍, ଏପ୍ରିଲରେ ୭,୫୫୫ ୟୁନିଟ୍ ବିକିଥିଲା । ଏଥର ଏନର୍ଜି ଜାନୁୟାରୀରେ ୯,୩୭୨ ୟୁନିଟ୍, ଫେବୃୟାରୀରେ ୯୦୮୯ ୟୁନିଟ୍, ମାର୍ଚ୍ଚରେ ୧୭,୩୯୯ ୟୁନିଟ୍ ବିକିଥିଲା । ହିରୋ ମୋଟୋକର୍ପ ଜାନୁୟାରୀରେ ୧୪୯୫ ୟୁନିଟ୍, ଫେବୃୟାରୀରେ ୧୭୫୬ ୟୁନିଟ୍, ମାର୍ଚ୍ଚରେ ୪୦୮୦ ୟୁନିଟ୍ ବିକିଛି । ରିଭୋଲ୍ଟ ଜାନୁୟାରୀରେ ୫୩୦ ୟୁନିଟ୍, ଫେବୃୟାରୀରେ ୪୭୯ ୟୁନିଟ୍, ମାର୍ଚ୍ଚରେ ୫୯୪ ୟୁନିଟ୍, ଏପ୍ରିଲରେ ୭୪୫ ୟୁନିଟ୍ ଗାଡି ବିକିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories