www.samajalive.in
Monday, December 15, 2025
24.1 C
Bhubaneswar

ଶ୍ବଶୂର ଘରେ ଜ୍ବାଇଁଙ୍କୁ ପିଟିପିଟି ହତ୍ୟା

ସୋର : ଶ୍ବଶୂର ଘରେ ଜ୍ବାଇଁଙ୍କୁ ପିଟିପିଟି ହତ୍ୟା । ଗୋପୀନାଥପୁର ଗାଁରେ ଘଟିଛି ଏଭଳି ଘଟଣା । ଶ୍ବଶୂରଙ୍କ ମୃତ୍ୟୁ ଖବର ଶୁଣି ଦେଖିବାକୁ ଆସିଥିବାବେଳେ ଜ୍ବାଇଁଙ୍କୁ ନିସ୍ତୁକ ମାଡ ମାରିଥିଲେ ଶ୍ବଶୂର ଘର ଲୋକେ । ଗୁରୁତର ଅବସ୍ଥାରେ ଖସି ପଳାଇଆସିବା ପରେ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।  ମୃତ ଯୁବକଙ୍କ ଘର ଭଦ୍ରକ ସାବରଙ୍ଗ ଥାନା ଚକପୁର ଗାଁରେ ବୋଲି ଜଣାପଡିଛି । ଘଟଣାର ଯାଞ୍ଚ କରୁଛି ପୁଲିସ ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories