www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ଅଞ୍ଚଳରେ କରକାପାତ, ଆକାର ଦେଖିଲେ ଭୟ ଲାଗିବ

ଡେସ୍କ: କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଗତକାଲି ଓ ଆଜି କୁଆପଥର ବର୍ଷା ହୋଇଛି। ବିଭିନ୍ନ ସମୟରେ ଏଭଳି କୁଆପଥର ବର୍ଷା ହେବା କିଛି ଅସାମାନ୍ୟ ନୁହେଁ। କିନ୍ତୁ କୁଆପଥର ଆକାର ଦେଖିଲେ ଯେ କେହି ବି ଭୟ କରିବ। ଆପଣାମାନେ ଫଟୋରେ ଦେଖି ପାରୁଥିବେ ଯୁବକ ଜଣଙ୍କ ହାତରେ ଧରିଥିବା କୁଆପଥର ଖଣ୍ଡ।

ଏହି କରକାପାତରେ ଅନେକ ଜଣ ଆହତ ହୋଇଥିବା ବେଳେ କେତେକ ଗାଡିର କାଚ ମଧ୍ୟ ଭାଙ୍ଗିଥିବା ଖବର ମିଳିଛି। ମାହାଙ୍ଗା କୋଠପଦାର ଗ୍ରାମବାସୀ କବି ନାରାୟଣ ମୁଦୁଲି କହିଛନ୍ତି ଯେ ସେ ଏଭଳି କରକାପାତ ଜୀବନରେ ପ୍ରଥମ ଥର ପାଇଁ ଦେଖିଲେ। ବଡ ବଡ ଆକାରର କୁଆପଥର ମାଡ଼ରେ କଦଳୀ ଓ ପିଜୁଳିଗଛ ଗୁଡିକରୁ କଦଳୀ କାନ୍ଧି ଓ ପିଜୁଳି ସବୁ ଝଡି ପଡିଥିବା ସେ କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories