www.samajalive.in
Sunday, December 14, 2025
17.1 C
Bhubaneswar

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱାରା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହିତ ହୋଇଥିଲେ। ସେମାନଙ୍କର ସ୍ମୃତି ଚାରଣ ଏବଂ ଦେଶ ପ୍ରତି ସେମାନଙ୍କର ସମର୍ଥ ଭାବନା ଓ ବଳିଦାନକୁ ସମ୍ମାନ ଜଣାଇ ଆଜି ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର ମେହେର ମୁଖ୍ୟ ଦ୍ୱାରା ସମ୍ମୁଖରେ ମହମବତୀ ପ୍ରଜ୍ୱଳନ ଏବଂ ୨ ମିନଟର ନିରବ ପ୍ରାର୍ଥନା କରାଯାଇ ସେମାଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହମ୍ମଦ ସନାଉଲ୍ଲା, ସୁରବାବୁ ମେହେର, ହରଦୀପ ସିଂ ଭୁରଜି, ସତୟେନ ଦାସ, ପ୍ରଦୋଷ ମହାନ୍ତି, ରବୀନ୍ଦ୍ର ସିଂ, ମହିଳା ସଭା ନେତ୍ରୀ ସଂଯୁକ୍ତା ମେହେର, ପ୍ରହ୍ଲାଦ ଗୁରୁ, ଛାତ୍ର ସଭାପତି ଶୁଭ୍ରାଂଶୁ ପାଢ଼ୀ, କାଳିଆ କୁସୁମ, ଅଂଶୁମାନ ବେହେରା, ସୁକେଶ ସିଂ, କିଶୋର ମୁଣ୍ଡା, ଶିବ ସାହୁ, ବିକାଶ ଖେତୀ, ସନ୍ତୋଷ ମହାନ୍ତି, ସୌରୀ ପାଣିଗ୍ରାହୀ, ବିକି ସାହା, ଅଙ୍କିତ ଯାଦବ, ଶୁଭମ ବସନ୍ତିଆ, ସୁଭାଶିଷ ସାହୁ, ସୁଧାଂଶୁ ପ୍ରଧାନ ଉପସ୍ଥିତ ରହିଥିଲେ।

ସମ୍ବଲପୁରର କଚେରୀ ଛକ ଠାରେ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଶହୀଦ ଯବାନ ମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏବିସିଡି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯାଇ ଶହୀର ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ, କାର୍ତ୍ତିକ ବହିଦାର, ବିଶ୍ୱଜିତ ମହାନ୍ତି, ସୁନୀଲ ସାଗର, ମାସୁଦ ଆଲମ, ମୁକେଶ ମେହେର, ଶିବାଶିଷ ନନ୍ଦ ଓ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories