www.samajalive.in
Saturday, December 13, 2025
23.1 C
Bhubaneswar

ବୃଦ୍ଧବୃଦ୍ଧାଙ୍କୁ କମଳ ବାଣ୍ଟିଲେ ପୋୖରାଧ୍ୟକ୍ଷା

ଫୁଲବାଣୀ: ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ଦାୟିତ୍ୱରେ ଥିବା ଉପାଧ୍ୟକ୍ଷା ପାୟେଲ ବେହେରା ନୂତନ ବର୍ଷ ଉପଲକ୍ଷେ ୧ ହଜାରରୁ ଅଧିକ ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଅନ୍ନ ଭୋଜନ ଦେଇ କମଳ ବଣ୍ଟନ କରିଛନ୍ତି। ଫୁଲବାଣୀ ସହର ପ୍ରତ୍ୟେକ ୱାର୍ଡରେ କମଳ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ଫୁଲବାଣୀ ପୋୖର ପରିଷଦ ଅଧିନସ୍ଥ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ଭୋଜନ ଆୟୋଜନ କରାଯାଇଥିଲା। ଯୁବନେତା ତଥା ସମାଜସେବୀ ବିକ୍ରମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିରିଙ୍ଗିପଡା ଗ୍ରାମ କମିଟି ସମ୍ପାଦକ ଦାରୁଣ ବେହେରା, ମନ୍ଦିର ପରିଚାଳନା କମିଟି ସଭାପତି କରମ ବେହେରା, ସଦସ୍ୟ ପାଞ୍ଚିଲି ବେହେରା, ନିରଞ୍ଜନ ନାୟକ, ବାବୁଲା ବେହେରା, ତରାଣୀସେନ ବେହେରା, ନୟାକଦମ ବେହେରା, ଅନୀଲ କୁମାର ନାୟକ, ଅଶ୍ୱିନୀ କୁମାର ନାୟକ, ବିକାଶ କହଁର, ଅନନ୍ତ କୁଦେଇ, ଫିରୋଜ କହଁର, ପ୍ରବୀଣ ଦିଗାଲଙ୍କ ସହ ଜିରିଙ୍ଗିପଡା ଗ୍ରାମ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories