nua o banner

ବିଜେଡିର ମାରାଥାନ ପ୍ରଚାର

BJD Bijuli 480×75 Mob

କଲ୍ୟାଣସିଂହପୁର: ବିଷମକଟକ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା କଲ୍ୟାଣସିଂହପୁର ବ୍ଲକରେ ପ୍ରତ୍ୟେକ ସାହି ବୁଲି ମାରାଥାନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଆଜି ମାଝୀଗୁଡା, ନିମାଝୋଲା, ପୂଜାରିଗୁଡା, ପୋମଡା, କୁରାଡ଼ି, କତାଗୁଡା, ଜିଲୁଣ୍ଡା ଗ୍ରାମର ପ୍ରତ୍ୟେକ ସାହି ଗଳିକନ୍ଦି ବୁଲି ଭୋଟ୍ ଭିକ୍ଷା କରିଥିଲେ। ଏଥିରେ ବ୍ଲକ ସଭାପତି ସୁନ୍ଦର ରାଓ ବାଗ, ବୃନ୍ଦାବନ ପାଢ଼ୀ, କିଶୋର ପାଢ଼ୀ, ଏମ ଧର୍ମେନ୍ଦ୍ର, ଭି .ମାଧବ ରାଓ ,ଭିମସେନ ବାଗ ସମେତ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହି ଭୋଟ୍ ଭିକ୍ଷା କରିଥିଲେ।

Comments are closed.