bjd gruha runa banner

ନଥିଂ ଆଣୁଛି ନିଜର ଏହି ନୂଆ ମଡେଲ, ମିଳିବ ଅନେକ ଫିଚର୍ସ

bjd  ek lkhya koti banner

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀ ନଥିଂ ଖୁବ୍ ଶୀଘ୍ର ନିଜ ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଆଣିବାକୁ ପ୍ରସ୍ତୁତ ହେଉଛି । ଜୁଲାଇ ମାସରେ କମ୍ପାନୀ ନିଜ ନଥିଂ ଫୋନ୍ ୩ର ବଜାର ପ୍ରବେଶ କରାଇବାକୁ ଯୋଜନା ରଖିଛି ।

ଜାଣନ୍ତୁ ଫୋନ୍ ରିଷ୍ଟାଟ୍ କରିବା ଭଲ ନା ପାୱାର ଅଫ୍ , ଏମିତି କଲେ ଜମା ଖରାପ ହେବନି ଫୋନ୍..

କମ୍ପାନୀ ଏହାକୁ ମଡେଲ ନମ୍ବର ଏ୦୧୫ ସହିତ ଲଞ୍ଚ୍ କରିପାରେ । ଏଥିରେ ସ୍ନାପଡ୍ରାଗନ ୮ଜେନ୍ ୩ ଚିପସେଟ୍ ମିଳିବ । କହିରଖୁଛୁ ଜୁଲାଇରେ ହିଁ କମ୍ପାନୀ ନିଜ ନଥିଂ ଫୋନ୍ ୧ ଏବଂ ନଥିଂ ଫୋନ୍ ୨ ଆଣିଥିଲା । ତେବେ ଏହି ନୂଆ ମଡେଲର ଦାମ୍ ୪୦ ହଜାରରୁ ୪୫ ହଜାର ଟଙ୍କା ମଧ୍ୟରେ ହେବା ଅନୁମାନ କରାଯାଉଛି । ଏଥିରେ ଫାଷ୍ଟ ଚାର୍ଜିଂ ସହିତ ବଡ ବ୍ୟାଟେରୀ ମିଳିବ ।

Comments are closed.