www.samajalive.in
Sunday, December 14, 2025
26.1 C
Bhubaneswar

ନଥିଂ ଆଣୁଛି ନିଜର ଏହି ନୂଆ ମଡେଲ, ମିଳିବ ଅନେକ ଫିଚର୍ସ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀ ନଥିଂ ଖୁବ୍ ଶୀଘ୍ର ନିଜ ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଆଣିବାକୁ ପ୍ରସ୍ତୁତ ହେଉଛି । ଜୁଲାଇ ମାସରେ କମ୍ପାନୀ ନିଜ ନଥିଂ ଫୋନ୍ ୩ର ବଜାର ପ୍ରବେଶ କରାଇବାକୁ ଯୋଜନା ରଖିଛି ।

ଜାଣନ୍ତୁ ଫୋନ୍ ରିଷ୍ଟାଟ୍ କରିବା ଭଲ ନା ପାୱାର ଅଫ୍ , ଏମିତି କଲେ ଜମା ଖରାପ ହେବନି ଫୋନ୍..

- Advertisement -

କମ୍ପାନୀ ଏହାକୁ ମଡେଲ ନମ୍ବର ଏ୦୧୫ ସହିତ ଲଞ୍ଚ୍ କରିପାରେ । ଏଥିରେ ସ୍ନାପଡ୍ରାଗନ ୮ଜେନ୍ ୩ ଚିପସେଟ୍ ମିଳିବ । କହିରଖୁଛୁ ଜୁଲାଇରେ ହିଁ କମ୍ପାନୀ ନିଜ ନଥିଂ ଫୋନ୍ ୧ ଏବଂ ନଥିଂ ଫୋନ୍ ୨ ଆଣିଥିଲା । ତେବେ ଏହି ନୂଆ ମଡେଲର ଦାମ୍ ୪୦ ହଜାରରୁ ୪୫ ହଜାର ଟଙ୍କା ମଧ୍ୟରେ ହେବା ଅନୁମାନ କରାଯାଉଛି । ଏଥିରେ ଫାଷ୍ଟ ଚାର୍ଜିଂ ସହିତ ବଡ ବ୍ୟାଟେରୀ ମିଳିବ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories