ଜାଣନ୍ତୁ ଫୋନ୍ ରିଷ୍ଟାଟ୍ କରିବା ଭଲ ନା ପାୱାର ଅଫ୍ , ଏମିତି କଲେ ଜମା ଖରାପ ହେବନି ଫୋନ୍..

ନୂଆଦିଲ୍ଲୀ : ଫୋନ୍ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ଲୋକଙ୍କ ଛୋଟରୁ ଆରମ୍ଭ କରି ବଡ ଅନେକ କାମ ଏହି ଫୋନ୍ ଦ୍ୱାରା କରାଯାଇ ପାରୁଛି। ଫୋନ୍ ନୂଆ କିଣା ଯାଇଥିବା ସମୟରେ ଏହାକୁ ଯତ୍ନର ସହ ବ୍ୟବହାର କରାଯିବା ସହ ବ୍ୟବହାର କରିବାକୁ ଖୁବ୍ ମଜା ଲାଗି ଥାଏ। ମାତ୍ର ପୁରୁଣା ହେବା ପରେ ଫୋନ୍ ରେ ଅନେକ ସମସ୍ୟା ଦେଖା ଦେଇଥାଏ। ଅନେକ ସମୟରେ ଫୋନ୍ ରେ ଏଭଳି କିଛି ସମସ୍ୟା … Continue reading ଜାଣନ୍ତୁ ଫୋନ୍ ରିଷ୍ଟାଟ୍ କରିବା ଭଲ ନା ପାୱାର ଅଫ୍ , ଏମିତି କଲେ ଜମା ଖରାପ ହେବନି ଫୋନ୍..