BSKY banner  750×100

ବିଜେଡିରେ ନୂଆ ନିଯୁକ୍ତି: ଅମର ଶତପଥୀ ହେଲେ ବରିଷ୍ଠ ଉପସଭାପତି, ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ମହିଳା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ବ

nua o banner

ଭୁବନେଶ୍ବର: ଅମର ଶତପଥୀଙ୍କୁ ମିଳିଲା ନୂଆ ପଦ। ବିଜେଡିର ବରିଷ୍ଠ ଉପସଭାପତି ହେଲେ ଅମର ଶତପଥୀ। ସରୋଜ ସାମଲଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଥିବାବେଳେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ହେଲେ ଶ୍ରୀମୟୀ ସ୍ବେତସ୍ନିଗ୍ଧା ମିଶ୍ର। ବିଜେଡି ସମ୍ପାଦକ ଭାବେ ପ୍ରଶାନ୍ତ ସେଠୀଙ୍କୁ ନିଯୁକ୍ତି ମିଳିଛି। ବିଜେଡି ଦଳର ଏହି ନେତାମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବା ନେଇ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

Comments are closed.