www.samajalive.in
Monday, December 15, 2025
16.1 C
Bhubaneswar

୧୫ରେ ସମ୍ବଲପୁର ଜିଲା ଖୋଖୋ ଦଳର ଚୟନ ଶିବିର

ସମ୍ବଲପୁର: ରାଜ୍ୟସ୍ତରୀୟ ୧୮ ବର୍ଷରୁ କମ ବାଳକ ଓ ବାଳିକା ବିଭାଗ ଖୋଖୋ ପ୍ରତିଯୋଗିତା ପାଇଁ ଆସନ୍ତା ୧୫ ତାରିଖରେ ସମ୍ବଲପୁର ଜିଲା ଦଳ ଚୟନ ଶିବିର ଆୟୋଜିତ ହେବ। ଜିଲା କ୍ରିଡା ସଂଘ ପକ୍ଷରୁ ଜାରି ସୂଚନାନୁଯାୟୀ, ଆସନ୍ତା ୧୫ ତାରିଖ ରବିବାର ଦିନ ସିନ୍ଦୁରପଙ୍କ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ ଠାରେ ଏହି ଶିବିର ଆୟୋଜିତ ହେବ। ଇଚ୍ଛୁକ ବାଳକ ଓ ବାଳିକା ମାନେ ନିଜର ଜନ୍ମଗତ ପ୍ରମାଣ ପତ୍ର, ଆଧାର ପରିଚୟ ପତ୍ର ଓ ୨ଟି ପାସପୋର୍ଟ ସାଇଜ ଫଟୋ ସହିତ ସକାଳ ୮ଟା ସୁଦ୍ଧା ସିନ୍ଦୁରପଙ୍କ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ ଠାରେ ଉପସ୍ଥିତ ରହିବେ। ଅଧିକ ତଥ୍ୟ ନିମନ୍ତେ ଲକ୍ଷ୍ମଣ କୁମାର ନାଥଙ୍କ ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories