www.samajalive.in
Monday, December 15, 2025
24.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

(୧) ପୁଣି ନେପାଳରେ ୩.୬ ତୀବ୍ରତାର ଭୂକମ୍ପ ଅନୁଭୂତ
– କାଠମାଣ୍ଡୁର ଉତ୍ତରପଶ୍ଚିମ ଦିଗରେ ୧୬୯କିମି ଦୂରରେ ଭୂକମ୍ପ କେନ୍ଦ୍ରସ୍ଥଳ
– ଶୁକ୍ରବାର ରାତିରେ ହୋଇଥିବା ଭୂକମ୍ପରେ ୧୫୭ରୁ ଅଧିକ ମୃତ
(୨) ଆଜି ବିଶ୍ୱକପ କ୍ରିକେଟରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା
– କୋଲକାତା ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ଉଭୟ ଦଳ
(୩) ଝାରପଡ଼ା ଜେଲରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ
– ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ମାମଲାରେ ଗତକାଲି ଗିରଫ କରିଥିଲା ପୁଲିସ
(୪) ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରା ପତରିଆ ବାଘକୁ କାବୁ କଲା ବନ ବିଭାଗ
(୫) ଆଜିଠୁ ଝାରସୁଗୁରୁ କୋଲକାତାକୁ ଉଡ଼ିବ ବିମାନ
(୬) ଆଇପିଏସ୍‌ ସ୍ତରରେ ଅଦଳବଦଳ
– ଏସ୍‌. ସୁଶ୍ରୀ ହେଲେ ମୟୂରଭଞ୍ଜ ଏସ୍‌ପି
– ରୋହିତ ବର୍ମା ହେଲେ ନବରଙ୍ଗପୁର ଏସ୍‌ପି
– ମୟୂରଭଞ୍ଜ ଏସ୍‌ପି ଡି. ଗଙ୍ଗାଧର ପୁଲିସ ମୁଖ୍ୟାଳୟକୁ ବଦଳି
(୭) ନଭେମ୍ବର ୨୮ରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ
– ଏଏସଆଇକୁ ମିଳିଲା ଅନୁମତି

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories