www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା ମୁଖ୍ୟ ସମ୍ବାଦ

(୧) ଆଜି ବସିବ ରାଜ୍ୟ କ୍ୟାବିନେଟ
– ବର୍ଷ ଶେଷରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କେମିତି କଟିବ ଆଜି – ଶନିବାର ରାଶିଫଳ


(୨) କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲେ ଭାରତ ସରକାର
– ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଆତଙ୍କବାଦୀ ଘୋଷଣା

୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର

- Advertisement -


(୩) ଆଜି ପୁର୍ନବିକଶିତ ଅଯୋଧ୍ୟା ଧ୍ୟାମ ଷ୍ଟେସନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ଅମୃତ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିବେ


(୪) ପଦମପୁର ଲାଗି ନୂଆ ଅତିରିକ୍ତ ଜିଲ୍ଲାପାଳ ପଦବୀ ମଞ୍ଜୁର
– କୁନାଲ ମୋତିରାମ ଚୌହାନ ହେଲେ ପଦମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ

ବ୍ରିଜଭୂଷଣଙ୍କ ବାସଭବନରୁ ସ୍ଥାନାନ୍ତର ହେଲା ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟ


(୫) ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ
– ୨୦୨୪ ନିର୍ବାଚନ ନେଇ ହେବ ଆଲୋଚନା
(୬) ରାଜ୍ୟରେ ବଢୁଛି କରୋନା
– ଅମ୍ଳଜାନ ଯୁକ୍ତ ଶଯ୍ୟା ସହ ପ୍ରସ୍ତୁତ ରହିବାକୁ ସମସ୍ତ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ

ବିତ୍ତୀୟ ନିଅଣ୍ଟ ୫୦.୭%କୁ ହ୍ରାସ


(୭) ପୁରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ
– କଳା ପତାକା ଦେଖାଇ ବିରୋଧ କଲା ଜିଲ୍ଲା କଂଗ୍ରେସ
– ୫ କର୍ମୀ ଅଟକ

ଆଜି ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନର ଲୋକାର୍ପଣ


(୮) ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ମନୋରମା ମହାନ୍ତି
– ପୂର୍ବତନ ନିର୍ଦ୍ଦେଶକ ଏଚ୍ଆର୍‌ ବିଶ୍ବାସଙ୍କ କୋଲକାତା ପାଣିପାଗ କେନ୍ଦ୍ରକୁ ବଦଳି

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ


(୯) ଆସନ୍ତାକାଲି ଅବସର ଗ୍ରହଣ କରିବେ ପୁଲିସ ଡିଜି ସୁନୀଲ୍ ବଂଶଲ
– ଆଜି ଘୋଷଣା ହୋଇପାରେ ନୂଆ ଡିଜିପିଙ୍କ ନାମ

ଶନିବାର ଗୁଲାବ ଜାମୁନ ସେବନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories