ବିତ୍ତୀୟ ନିଅଣ୍ଟ ୫୦.୭%କୁ ହ୍ରାସ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ନଭେମ୍ବରରେ ଦେଶର ବିତ୍ତୀୟ ନିଅଣ୍ଟ ବାର୍ଷିକ ଖର୍ଚ୍ଚର ୫୦.୭ ପ୍ରତିଶତକୁ ହ୍ରାସପାଇ ୯.୦୭ ଟ୍ରିଲିଅନ ଟଙ୍କା ହୋଇଛି। ଗତବର୍ଷ ସେହି ସମୟରେ ବିତ୍ତୀୟ ନିଅଣ୍ଟ ୫୮.୯ ପ୍ରତିଶତ ଥିଲା। ସୂଚନାଯୋଗ୍ୟ ଯେ ଗୋଟିଏ ଆର୍ଥିକ ବର୍ଷରେ ସରକାରଙ୍କର ମୋଟ ରାଜସ୍ବ ଆୟ ଓ ଖର୍ଚ୍ଚ ମଧ୍ୟରେ ରହୁଥିବା ପାର୍ଥକ୍ୟ ହେଉଛି ବିତ୍ତୀୟ ନିଅଣ୍ଟ। ଚଳିତ ବର୍ଷ ଏପ୍ରିଲ-ନଭେମ୍ବରରେ ନେଟ୍‌ ଟିକସ ରାଜସ୍ବ ୧୪.୩୬ ଟ୍ରିଲିଅନ ଟଙ୍କା ଅଥବା ବାର୍ଷିକ ଅଟକଳର ୬୨ ପ୍ରତିଶତ … Continue reading ବିତ୍ତୀୟ ନିଅଣ୍ଟ ୫୦.୭%କୁ ହ୍ରାସ