୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର

ଭୀଷଣ ଖୁନ୍‌ ମୟୂରଭଞ୍ଜ,ବାରିପଦା ୩୦।୧୨।୩୩:ଆଜି ବାରିପଦା ଥାନାକୁ ୮୪ ନମ୍ବର ଫରେଷ୍ଟ ଗାର୍ଡ ମଧୁସୂଦନ ବାରିକ ଦୁଇଗୋଟି ମନୁଷ୍ୟ ମୁଣ୍ଡ ନେଇ ଆସି ହାଜର ହୋଇ ଥାନାରେ ଦାଏର କରିଛି। କେତେକ ଲୋକ ମିଳି ଗଜପିତୁଳା ବିକ୍ରୟ କରିବାକୁ ନେଉଥିଲେ। ଗାଡ୍ ଯାଇ ସେମାନଙ୍କୁ ଧରିବା ଉଦ୍ୟମ କରିବାରେ ଗାଡ୍‌କୁ ଜୀବନରେ ମାରିଦେବାର ଉଦ୍ୟମ କଲେ। ସେଠାରୁ ଗାଡ୍ ଜୀବନରକ୍ଷା ନିମନ୍ତେ ନିଜ ହାତରେ ଥିବା ଟାଙ୍ଗି ଚଳାଇ ଦୁଇଜଣଙ୍କ ମୁଣ୍ଡ କାଟି ନେଇ ଆସି ଥାନାରେ … Continue reading ୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର