କେମିତି କଟିବ ଆଜି – ଶନିବାର ରାଶିଫଳ

ମେଷ: ଆପଣଙ୍କ ଉଦାର ସ୍ବଭାବ ଖଳ ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ। କୃଷକମାନଙ୍କ ଉପଦେଷ୍ଟା ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସହ ଯାନବାହନ ସୁଖ ଭୋଗ କରିପାରନ୍ତି। ସୁସ୍ଥ ରହିବେ। ବୃଷ: ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ବୁଦ୍ଧି, ବିବେକ ବଳରେ ପରକୁ ଆପଣାର କରିପାରନ୍ତି। ପରୋପକାର ଓ ସେବା ମନୋବୃତ୍ତି ଯୋଗୁ ପ୍ରଶଂସାର ପାତ୍ର ହେବେ। ଅସାଧ୍ୟ ସାଧନ କରିପାରନ୍ତି। ୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର ମିଥୁନ: ଆଜି ଆପଣଙ୍କ … Continue reading କେମିତି କଟିବ ଆଜି – ଶନିବାର ରାଶିଫଳ