ଶନିବାର ଗୁଲାବ ଜାମୁନ ସେବନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ

ଶନିବାର ପ୍ରଭୁ ଶନିଦେବଙ୍କୁ ସମର୍ପିତ। ଶନିବାରରେ ଶନିଙ୍କ ସହ ସମ୍ବନ୍ଧିତ କିଛି ଖାଦ୍ୟର ସେବନ କଲେ ଖୁବ ସକରାତ୍ମକ ପ୍ରଭାବ ମିଳିଥାଏ।  ଏହି ବାରରେ କେଉଁ ଖାଦ୍ୟ ଖାଇବା ଉଚିତ୍‌‌ ଓ ଅନୁଚିତ୍‌‌ ଜାଣନ୍ତୁ.. ଶନିବାର ଆମ୍ବର ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ବାରା ଶନିଦେବଙ୍କୁ କୋପର ଶିକାର ହେବାକୁ ପଡିଥାଏ। ଶନିବାର ଦିନ ଲାଲ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ଶନିଦେବଙ୍କ କୁଦୃଷ୍ଟି ପଡିଥାଏ। ଶନିବାର ଦିନ ଚଣା, ବିରି ଓ ମୁଗ … Continue reading ଶନିବାର ଗୁଲାବ ଜାମୁନ ସେବନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ