ପାତ୍ରପୁର: ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବୁରାତାଲ ପଂଚାୟତ ଦୋବାଟିଆ ଛକ ଠାରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ବିଜେଡି ପରିବାରକୁ ବିଜେପିରେ ସାମିଲ୍ ହୋଇଥିବା ଶ୍ରୀ ସାମନ୍ତରା ପ୍ରକାଶ କରିଥିଲେ।
Popular Categories



