www.samajalive.in
Monday, December 15, 2025
15.1 C
Bhubaneswar

ବିଜେପିର ମଣ୍ଡଳ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ

ହରଭଙ୍ଗା:ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ବିଜେପି ପୁରୁଣାକଟକ ମଣ୍ଡଳର କାର୍ୟ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବାମନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ଓବିସି ମୋର୍ଚା ରାଜ୍ୟ ସଂଯୋଜକ ସୁବାଷ ପ୍ରଧାନ, ଶିଶିର ଘୋଷ, ୮ ନମ୍ଵର ମଣ୍ଡଳ ପର୍ୟ୍ୟବେକ୍ଷ୍ୟକ ବିଶିକେସନ ପ୍ରଧାନ, ମଣ୍ଡଳ ସମ୍ପାଦକ ନୀଳାମ୍ବର ନାଏକ, ସନ୍ତୋଷ ପ୍ରଧାନ ଓ ବିନୋଦ କୁମାର ପ୍ରଧାନ ଓ ସୁଶାନ୍ତ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ। ଏହି ବୈଠକରେ ଦଳର ବିଭିନ୍ନ ସମସ୍ୟା ତଥା ସାଙ୍ଗଠନିକ କାର୍ୟ୍ୟ ଉପରେ ଆଲୋଚନା ହେବା ସହିତ ଆଗାମୀ ସାଧାରଣ ନିର୍ବାଚନଚନରେ ଲୋକଙ୍କ ପାଖରେ କିଭଲି ସବୁ କର୍ମୀ ପହଂଚି ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ସଚେତନ କରିବା ସହିତ ବିଜେପି କିଭଲି ଭଲ ପ୍ରଦର୍ଶନ କରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories