www.samajalive.in
Sunday, December 7, 2025
26.1 C
Bhubaneswar

ନବରାତ୍ରିରେ ଶକ୍ତିର ଅନ୍ୟ ରୂପ ଦେବୀଙ୍କ ଉପାସନାର ମହତ୍ତ୍ବ

ନବରାତ୍ରି ବର୍ଷକୁ ୪ ଥର ପଡିଥାଏ । ଏହା ମାଘ, ଚୈତ୍ର, ଆଷାଢ ଓ ଆଶ୍ବିନ ମାସରେ ପାଳନ କରାଯାଏ । ଏହା ମଧ୍ୟରୁ ଆଶ୍ବିନ ମାସର ନବରାତ୍ରି ଅଧିକ ଶକ୍ତିଶାଳୀ ବୋଲି ମାନ୍ୟତା ରହିଛି । ଏହାକୁ ଶକ୍ତି ଅର୍ଜନର ପର୍ବ ବୋଲି ମଧ୍ୟ କୁହାଯାଏ ।

ନବରାତ୍ରି ପର୍ବ ପଳନ ଦ୍ବାରା ପରିବେଶରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସାତ୍ତ୍ବିକତାର ଶୁଭାରମ୍ଭ ହୋଇଥାଏ । ଏହି ସମୟରେ ମନରେ ଉଲ୍ଲାସ ଓ ଉତ୍ସାହର ବୃଦ୍ଧି ହୋଇଥାଏ । ଦୁନିଆର ସବୁ ଶକ୍ତି ନାରୀ ବା ସ୍ତ୍ରୀ ସ୍ବରୂପଙ୍କ ନିକଟରେ ରହିଥାଏ । ଏହି କରଣରୁ ଦେବୀଙ୍କୁ ଉପାସନା କରାଯାଏ । କାରଣ ଦେବୀ ହେଉଛନ୍ତି ଶକ୍ତିର ଏକ ଅନ୍ୟ ରୂପ। ଏହି ସମୟରେ ଶ୍ରୀହରି ବିଷ୍ଣୁ ନିଦ୍ରା ଯାଇଥାନ୍ତି । ଏହି ସମୟରେ ଦେବୀଙ୍କ ଉପସନା କରିବା କଲ୍ୟାଣକାରୀ ହୋଇଥାଏ ।

- Advertisement -

ନବରାତ୍ରିରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ….

ଅଲଗା ଅଲଗା ଚକ୍ର ଉପରେ ଜ୍ୟୋତିର ଧ୍ୟାନ କରିବା ଦ୍ବାରା ବିଶେଷ ମନୋସ୍କାମନା ପୂରଣ ହୋଇଥାଏ ।

ନବରାତି ବେଳେ ଅଳ୍ପ ଏବଂ ସାତ୍ତ୍ବିକ ଭୋଜନ କରିବା ଉଚିତ୍ ।

ନିୟମିତ ଖାଦ୍ୟରେ ଯଅ ଓ ଜଳ ପ୍ରୟୋଗ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଏହି ଦିନରେ ତେଲ, ମସଲା ଏବଂ ଗହମ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।

କଳା ରଙ୍ଗର ଦ୍ରବ୍ୟ ବା ବସ୍ତ୍ରର ପ୍ରୟୋଗ କରନ୍ତୁ ନାହିଁ ।

ବିନା ଦ୍ବୀପରେ ଶକ୍ତି ପୂଜା କରନ୍ତୁ ନାହିଁ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories