ଡିସେମ୍ବର ୭ରୁ ୧୧ – ଜାତୀୟ କନିଷ୍ଠ ଦୌଡ଼କୁଦ ଚମ୍ପିଆନସିପ୍‌

ନୂଆଦିଲ୍ଲୀ: ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପର ୩୯ତମ ସଂସ୍କରଣ ଲାଗି ସାନି କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଆସନ୍ତା ଡିସେମ୍ବର ୭ରୁ ୧୧ ପର୍ଯ୍ୟନ୍ତ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଉକ୍ତ ପ୍ରତିଯୋଗିତା ଆୟୋଜିତ ହେବ। ଏ ନେଇ ଶନିବାର ଫୁଟବଲ ମହାସଂଘ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରତିଯୋଗିତା କଳିଙ୍ଗ ଷ୍ଟାଡ଼ିୟମରେ ଗତ ଅକ୍ଟେ​‌ାବର ୨୫ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ନେଇ କାର୍ଯ୍ୟକ୍ରମ ରହିଥିଲା। ଓଡ଼ିଶାରେ ବାତ୍ୟା ଦାନା ଲାଗି ଉକ୍ତ ପ୍ରତିଯୋଗିତାକୁ ସ୍ଥଗିତ କରି ଦିଆଯାଇଥିଲା।

Comments are closed.