www.samajalive.in
Tuesday, December 9, 2025
26.1 C
Bhubaneswar

‘ରସାୟନ ବିଜ୍ଞାନରେ ଅଗ୍ରଗତି’ ଉପରେ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର:  ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ‘ରସାୟନ ବିଜ୍ଞାନରେ ଅଗ୍ରଗତି’ ଉପରେ ଓସିଏସର ବାର୍ଷିକ ସମ୍ମିଳନୀ ଏବଂ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଛି । ଏହି ତିନି ଦିନିଆ କାର୍ଯ୍ଯକ୍ରମରେ ଅନେକ ବୈଷୟିକ ଅଧିବେଶନ ଏବଂ ଆଇଆଇଟି, ଏନଆଇଟି, ଆଇଆଇଏସଆର ଏବଂ ବିଏଆରସି ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବିଶିଷ୍ଟ ପ୍ରତିନିଧିଙ୍କ ଦ୍ୱାରା ମୁଖ୍ଯ ବକ୍ତବ୍ଯ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ଯକ୍ରମ କେବଳ ଉଦୀୟମାନ ଗବେଷକମାନଙ୍କ ଅଭିନବ ଅବଦାନ ଉପରେ ଆଲୋକପାତ କରାଯାଇଥିଲା ଯାହା ପରବର୍ତ୍ତୀ ପିଢ଼ିର ବିଦ୍ୱାନମାନଙ୍କୁ ପ୍ରେରଣା ଏବଂ ଉତ୍ସାହିତ କରିବା ସହିତ ରସାୟନ ବିଜ୍ଞାନରେ ଗବେଷଣା ଏବଂ ବିକାଶର ଆହ୍ୱାନକୁ ପ୍ରୋତ୍ସାହିତ କରିବ ବୋଲି ଅଂଶଗ୍ରହଣକାରୀ ମାନେ ମତବ୍ୟକ୍ତ କରିଛନ୍ତି

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories