www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; କ୍ୟାଣ୍ଟିନ୍‌ ମାଲିକଙ୍କୁ ଚାପୁଡା ପରେ ଚାପୁଡା ମାରିଲେ ବିଧାୟକ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ମହାରାଷ୍ଟ୍ର ଶିବସେନା ଶିନ୍ଦେ ଗୋଷ୍ଠୀ ବିଧାୟକ ସଞ୍ଜୟ ଗାଇକୱାଡ ମୁମ୍ବାଇ ଏୟାର ଏମଏଲଏ ହଷ୍ଟେଲରେ ଜଣେ କ୍ୟାଣ୍ଟିନ ମାଲିକଙ୍କୁ ମାଡ଼ ମାରିଛନ୍ତି। ଖରାପ ଡାଲି କାରଣରୁ ଏଭଳି ଘଟଣା ଘଟିଛି ବୋଲି ଜଣାପଡିଛି । ବିଧାୟକ ଗାଇକୱାଡ ଖାଦ୍ୟ ଅର୍ଡର କରିଥିଲେ । ଯେତେବେଳେ ସେମାନଙ୍କ ପାଖକୁ ଖାଦ୍ୟ ଆସିଲା, ସେତେବେଳେ ଜଣାପଡ଼ିଲା ଯେ ଖରାପ ଡାଲି ପରିବେଷଣ କରାଯାଇଛି। ଡାଲିରୁ ଦୁର୍ଗନ୍ଧ ଆସୁଥିଲା। ଏଭଳି ଡାଲି ଦେଖି ବିଧାୟକ ଗାଇକୱାଡ ରାଗରେ କ୍ୟାଣ୍ଟିନ୍ ମାଲିକଙ୍କୁ ମାଡ ମାରିଛନ୍ତି ।

ଶିବସେନା ବିଧାୟକ ଡାଲି ପ୍ୟାକ୍‌କୁ ଶୁଙ୍ଘିବା ସହ କ୍ୟାଣ୍ଟିନ୍‌ ମାଲିକଙ୍କୁ ଚାପୁଡା ପରେ ଚାପୁଡା ସହ ମୁଥ ମାରୁଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..

- Advertisement -

ବଡ ଅଘଟଣ ; ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ, ଦେଖନ୍ତୁ ଛାତିଥରା ଦୃଶ୍ୟ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories