୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ୯ ଜୁଲାଇରେ ମିଥୁନ ରାଶିରେ ଉଦୟ ହୋଇଛନ୍ତି। ଯେକୌଣସି ଗ୍ରହ ଉଦୟ ହେଲେ ଏହାର ବିଶେଷ ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଗୁରୁ ଗ୍ରହ ପ୍ରାୟ ୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହୋଇଛନ୍ତି । ବୃହସ୍ପତି ଗ୍ରହ ସାଧାରଣତଃ ସୁଖ-ସମୃଦ୍ଧି, ଜ୍ଞାନ ଓ ଆଧ୍ୟାତ୍ମିକତାର ପ୍ରତୀକ । ଜାତକରେ ବୃହସ୍ପତି ମଜଭୁତ ହେବା ଦ୍ୱାରା କାର୍ଯ୍ୟରେ ସଫଳତା ଓ ଉନ୍ନତି ହୋଇଥାଏ … Continue reading ୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..