www.samajalive.in
Monday, December 15, 2025
26.1 C
Bhubaneswar

୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ୯ ଜୁଲାଇରେ ମିଥୁନ ରାଶିରେ ଉଦୟ ହୋଇଛନ୍ତି। ଯେକୌଣସି ଗ୍ରହ ଉଦୟ ହେଲେ ଏହାର ବିଶେଷ ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଗୁରୁ ଗ୍ରହ ପ୍ରାୟ ୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହୋଇଛନ୍ତି । ବୃହସ୍ପତି ଗ୍ରହ ସାଧାରଣତଃ ସୁଖ-ସମୃଦ୍ଧି, ଜ୍ଞାନ ଓ ଆଧ୍ୟାତ୍ମିକତାର ପ୍ରତୀକ । ଜାତକରେ ବୃହସ୍ପତି ମଜଭୁତ ହେବା ଦ୍ୱାରା କାର୍ଯ୍ୟରେ ସଫଳତା ଓ ଉନ୍ନତି ହୋଇଥାଏ । ଗୋଟିଏ ପରେ ଗୋଟିଏ ସଫଳତା ମିଳିଥାଏ । ଗୁରୁ ମିଥୁନ ରାଶିରେ ଉଦୟ ହେଲେ ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ ।

ବୃଷ- କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

- Advertisement -

ସିଂହ- କର୍ମକ୍ଷେତ୍ରରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ତୁଳା- ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଅଟକି ଥିବା କାମ ପୂରଣ ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ଧନ ପ୍ରାପ୍ତି ହେବ ।

ମକର- ଏହି ରାଶିଙ୍କୁ ଖୁବ୍‌ ଲାଭ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାନ-ସମ୍ମାନ ବୃଦ୍ଧି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ହଠାତ୍‌ ଧନ ମିଳିବ ।

ମୀନ – ଭାଗ୍ୟର ସାଥ୍‌ ମିଳିବ । ନୂଆ କାମ ଆରମ୍ଭ କରିବେ । ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ ।

ବଡ ଅଘଟଣ ; ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ, ଦେଖନ୍ତୁ ଛାତିଥରା ଦୃଶ୍ୟ

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories