ତାମିଲନାଡୁ: ତାମିଲନାଡୁର ଏଆଇଡିଏମକେ ନେତା ତଥା ସାଂସଦ ଏସ. ରାଜେନ୍ଦ୍ରନଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ସକାଳେ ବିଲ୍ଲୁପୁରମ ଜିଲାର ତିନ୍ଦିବନମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ରାଜେନ୍ଦ୍ରନ ତାମିଲନାଡୁର ଜଣେ ଭଲ ନେତା ଥିଲେ। ତାଙ୍କ ମୃତ୍ୟୁ ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
Popular Categories



