www.samajalive.in
Sunday, December 7, 2025
23.1 C
Bhubaneswar

ପିଲାଙ୍କ ପସନ୍ଦ ମସଲା ପାଉଁରୁଟି

ପାଉଁରୁଟି – ୬ ଖଣ୍ଡ
ଦହି – ୧କପ
ଗାଜର – ଅଳ୍ପ
ସିମଲା ଲଙ୍କା – ଅଳ୍ପ
ଟମାଟୋ – ସାମାନ୍ୟ
କଞ୍ଚାଲଙ୍କା – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଚାଟ ମସଲା – ଅଳ୍ପ
ଅଦା – ଅଳ୍ପ
ବଟର – ୬ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ଗାଜର, ସିମଲା ଲଙ୍କା, ଟମାଟୋ, କଞ୍ଚା ଲଙ୍କାକୁ ପ୍ରଥମେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏକ ପାତ୍ରରେ ଦହିରେ ଏହି ସମସ୍ତ କାଟିଥିବା ଟମାଟୋ, ସିମଲାଲଙ୍କା, କଞ୍ଚା ଲଙ୍କା, ଗାଜରକୁ , ଲୁଣ, ଧନିଆପତ୍ର, ଅଦା , ଗୋଲମରିଚ ଗୁଣ୍ଡ, ଚାଟ ମସଲା ପକାଇ ଗୋଳାଇ ଦିଅନ୍ତୁ। ଏବେ ଗୋଟିଏ ପାଉଁରୁଟି ଉପରେ ଦହିର ମିଶ୍ରଣ ରଖି ଏହା ଉପରେ ଆଉ ଏକ ପାଉଁରୁଟିରେ ବଟର ଲଗାଇ ଏହି ପାଉଁରୁଟି ଉପରେ ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାନ୍ତୁ। ତାୱା ଗରମ ହେବା ପରେ ପ୍ରସ୍ତୁତ ପାଉଁରୁଟିକୁ ରଖନ୍ତୁ ଓ ବଟରରେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପାଉଁରୁଟି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories