ପୁଅ, ଝିଅ ବେକ କାଟି ମା’ର ଆତ୍ମହତ୍ୟା ଉଦ୍ୟମ
ମାଲକାନଗିରି : ମାଲକାନଗିରି ଜିଲା ସିନ୍ଧିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ନିଜ ପୁଅ ଓ ଝିଅଙ୍କର ବେକ କାଟି ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମା, ପୁଅ ଓ ଝିଅଙ୍କୁ ମାଲକାନଗିରି ମେଡିକାଲରେ ଭର୍ତି କରାଯାଇଛି ।