www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ ; ଧନିଆପତ୍ରରେ ମହାଦେବଙ୍କ ଚିତ୍ର..

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀ ୨୬ରେ ଅର୍ଥାତ୍‌ ଆଜି ପାଳନ କରାଯାଉଛି ମହାଶିବରାତ୍ରୀ । ଏହି ଶୁଭ ଅବସରରେ ଜଣେ କଳାକାରଙ୍କ ଭଗବାନ ଶିବଙ୍କ ଏଭଳି ଏକ ଚିତ୍ର ତିଆରି କରିଛନ୍ତି ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଚିତ୍ର ତିଆରି କରିବା ପାଇଁ କଳାକାର ଜଣକ ଏକ ଭିନ୍ନ ଜିିନିଷର ବ୍ୟବହାର କରିଛନ୍ତି । ଯୁବକଙ୍କ ଏହି ଚମତ୍କାର ଚିତ୍ର ଆଙ୍କିବା ଦେଖି ସଭିଁଙ୍କ ମନମୁଗ୍ଧ ହୋଇଛି ।


ଭିଡିଓରେ ଦେଖିପାରିବେ ଯୁବକ ଜଣକ ଶିବଙ୍କ ପ୍ରତିମା ସମ୍ମୁଖରେ ବସୁଛନ୍ତି ଏବଂ ନିଜ ହାତରେ ଧନିଆପତ୍ରର ବିଡା ଧରିଛନ୍ତି । ଏହାପରେ ଧନିଆପତ୍ରକୁ ଶିଳରେ ଭଲ ଭାବେ ବାଟି ଦେଉଛନ୍ତି । ଯୁବକ ଜଣକ ଧନିଆପତ୍ରର ପେଷ୍ଟକୁ ବ୍ୟବହାର କରି କାଗଜ ଉପରେ ମହାଦେବଙ୍କ ଚିତ୍ର ଆଙ୍କିଛନ୍ତି । ଭିଡିଓଟି ଲୋକଙ୍କ ମନରେ ଆନନ୍ଦ ସହ ଖୁସି ଭରି ଦେଇଛି ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

- Advertisement -

ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ

ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories