www.samajalive.in
Monday, December 8, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ

ନୂଆଦିଲ୍ଲୀ : ନୂଆ ଲୁକ୍‌ ଓ ସୁନ୍ଦର ଦେଖାଯିବା ପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ନୂଆ ନୂଆ ହେୟାର ଷ୍ଟାଇଲ୍‌ କରି ଥାନ୍ତି । ମାତ୍ର କେବେ ହାତୀର ହେୟାର ଷ୍ଟାଇଲ୍‌ ଦେଖିଛନ୍ତି କି? ହାତୀର ହେୟାର ଷ୍ଟାଇଲ୍‌ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ତାମିଲନାଡୁର ଏହି ହାତୀ ନିଜ ଭିନ୍ନ ଓ ସୁନ୍ଦର ହେୟାର ଷ୍ଟାଇଲ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ ।


Bob-cut Sengamalam ନାମରେ ପ୍ରସିଦ୍ଧ ଏହି ହାତୀ ତାମିଲନାଡୁର ତିରୁବରୁର ଜିଲାର ମତ୍ରାରଗୁଡିର ରାଜଗୋପାଳସ୍ୱାମୀ ମନ୍ଦିରରେ ରୁହେ । ଯେଉଁ ଭକ୍ତ ମଧ୍ୟ ହାତୀକୁ ଦେଖନ୍ତି, ସେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।
ଏହି ହାତୀ ୨୦୦୩ରେ କେରଳରୁ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ହାତୀର ଭିଡିଓ ସମଗ୍ର ସ୍ଥାନରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ହାତୀଙ୍କ ମାହୁନ୍ତ ଏହି ହେୟାର ଷ୍ଟାଇଲ୍‌ କରିଛନ୍ତି ବୋଲି ଜଣାପଡିଛି । ବର୍ଷ ବର୍ଷ ଏହା ଉପରେ ସେ ଧ୍ୟାନ ମଧ୍ୟ ଦିଅନ୍ତି । ହାତୀର ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

- Advertisement -

ବିବାହରେ ବିଳମ୍ବ ହେଉଥିଲେ ମହାଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ..

ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories