ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ

ନୂଆଦିଲ୍ଲୀ : ନୂଆ ଲୁକ୍‌ ଓ ସୁନ୍ଦର ଦେଖାଯିବା ପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ନୂଆ ନୂଆ ହେୟାର ଷ୍ଟାଇଲ୍‌ କରି ଥାନ୍ତି । ମାତ୍ର କେବେ ହାତୀର ହେୟାର ଷ୍ଟାଇଲ୍‌ ଦେଖିଛନ୍ତି କି? ହାତୀର ହେୟାର ଷ୍ଟାଇଲ୍‌ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ତାମିଲନାଡୁର ଏହି ହାତୀ ନିଜ ଭିନ୍ନ ଓ ସୁନ୍ଦର ହେୟାର ଷ୍ଟାଇଲ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ … Continue reading ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ