ଡେସ୍କ: ନବରାତ୍ରରେ ଆଜି ଶକ୍ତି ପୀଠ ମହାଷ୍ଟମୀ ପୂଜାରେ ଆଜି କଟକ ଚଣ୍ଡୀ ମହାକାଳୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ। ହୁଳହୁଳି ହରିବୋଲରେ କମ୍ପୁଛି ମନ୍ଦିର ପ୍ରାଙ୍ଗଣ। କେବଳ କଟକ ନୁହେ ବରଂ ଅନ୍ୟ ଜିଲାରୁ ଛୁଟିଛି ଭକ୍ତଙ୍କ ସୁଅ। ଗୋଟିଏ ପଟେ ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିଲା ବେଳେ ଶକ୍ତିପୀଠ ମାନଙ୍କରେ ଅଷ୍ଟମୀ ପୂଜା ଜାରି ରହିଛି।
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' କଟକ ଚଣ୍ଡୀ pic.twitter.com/9gDsyypKkw
— Samaja Live (@samajalive) October 10, 2024



