www.samajalive.in
Saturday, December 6, 2025
16.1 C
Bhubaneswar

ଏଥର ମହାଅଷ୍ଟମୀରେ ଦୁର୍ଲ୍ଲଭ ସଂଯୋଗ;  ମା’ଦୁର୍ଗାଙ୍କ କୃପାରୁ ଏହି ରାଶି ହେବେ ଭାଗ୍ୟଶାଳୀ..

ଶାରଦୀୟ ନବରାତ୍ରର ମହାଅଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି । ଚଳିତ ବର୍ଷର ମହାଅଷ୍ଟମୀ ମଧ୍ୟ ଖୁବ୍‌ ଖାସ୍‌ । କାରଣ ଏହି ଦିନ ଅଷ୍ଟମୀ ସହ ନବମୀ ତିଥି ମଧ୍ୟ ପଡୁଛି । ତେଣୁ ଗୋଟିଏ ଦିନରେ ବିରଳ ସଂଯୋଗ ହେଉଛି । ୧୧ ଅକ୍ଟୋବର ୨୦୨୪ରେ ଅଷ୍ଟମୀ ଓ ନବମୀ ତିଥି ଏକାସହ ଥିବାରୁ ବିଶେଷ ଯୋଗ ହେଉଛି । ଜ୍ୟୋତିଷ ଶାସ୍ତ୍ରରେ ଏହା ଅତ୍ୟନ୍ତ ଶୁଭ ଯୋଗ ବୋଲି କୁହାଯାଉଛି ।

ଚଳିତ ବର୍ଷ ମହାଅଷ୍ଟମୀରେ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ ଓ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି । ମହାଅଷ୍ଟମୀରେ ଏହି ୩ ଯୋଗ ସୃଷ୍ଟି ହେବାରୁ ୪ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜାଣନ୍ତୁ ଅଷ୍ଟମୀରେ ମା’ ଦୁର୍ଗାଙ୍କ କୃପାରୁ କେଉଁ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମହାଅଷ୍ଟମୀ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଶୁଭ ଖବର ମିଳିବ । ଭାଗ୍ୟର ସାଥ୍‌ ମିଳିବ । ବ୍ୟବସାୟୀ ଧନବାନ୍‌ ହେବେ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ଚାକିରି ମିଳିବାର ସୁଯୋଗ ମିଳିବ । ପଦନ୍ନୋତି ସହ ଟଙ୍କା ମିଳିବ । ଘରେ ଶାନ୍ତି ଓ ସୁଖସମୃଦ୍ଧି ବୃଦ୍ଧି ପାଇବ।

୩୫ ବର୍ଷ ବୟସ ପରେ.. ଧନ ଠାରୁ ଆରମ୍ଭ କରି ସଫଳତା ପାଆନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି, ସବୁ ସ୍ୱପ୍ନ ହୁଏ ପୂରଣ..

କନ୍ୟା – ଏହି ରାଶିଙ୍କୁ ମା’ଦୁର୍ଗାଙ୍କ କୃପାରୁ ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ନିବେଶ କରି ଲାଭବାନ୍‌ ହେବେ । ଆୟରେ ବୃଦ୍ଧି ହେବ।

ମୀନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନସମ୍ପତ୍ତି, ମାନ-ସମ୍ମାନ, ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟୀ ଲାଭବାନ୍‌ ହେବେ । ନୂଆ ଚାକିରିର ଯୋଗ ରହିଛି ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories