୩୫ ବର୍ଷ ବୟସ ପରେ.. ଧନ ଠାରୁ ଆରମ୍ଭ କରି ସଫଳତା ପାଆନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି, ସବୁ ସ୍ୱପ୍ନ ହୁଏ ପୂରଣ..

ଅଙ୍କ ଜ୍ୟୋତିଷରେ ନମ୍ବର ଜରିଆରେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ବିଷୟରେ ବହୁ କଥା ଜାଣିହୁଏ। ଏହି ନମ୍ବର ବ୍ୟକ୍ତିଙ୍କ ଜନ୍ମ ତାରିଖ ସହ ଜଡିତ ବୋଲି ମାନ୍ୟତା ରହିଛି। ତେବେ କିଛି ନମ୍ବର ବିଷୟରେ ଜାଣନ୍ତୁ, ଯେଉଁମାନେ ୩୫ ବର୍ଷ ବୟସ ପରେ ସଫଳତା ସହ ଖୁବ୍‌ ଧନ ରୋଜଗାର କରନ୍ତି। ଏହା ନମ୍ବର ୮ ସହ ଜଡିତ । ଏହି ବ୍ୟକ୍ତିଙ୍କୁ ୩୫ ରୁ ୪୦ ବର୍ଷ ପରେ ସଫଳତା ମିଳିଥାଏ । ଅର୍ଥାତ … Continue reading ୩୫ ବର୍ଷ ବୟସ ପରେ.. ଧନ ଠାରୁ ଆରମ୍ଭ କରି ସଫଳତା ପାଆନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି, ସବୁ ସ୍ୱପ୍ନ ହୁଏ ପୂରଣ..