www.samajalive.in
Tuesday, December 9, 2025
26.1 C
Bhubaneswar

ଶନିବାର ବିଶେଷ ; ଖାଆନ୍ତୁ ଏହି ଖାଦ୍ୟ, ମିଳିଥାଏ ଶନିଙ୍କ ବିଶେଷ କୃପା

ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାରର ସ୍ୱାମୀ ଶନିଦେବ ଅଟନ୍ତି। ଏପରି କୁହାଯାଏ ଯେ, ଏହି ବାରରେ ଶନିଙ୍କ ସହ ସମ୍ବନ୍ଧିତ କିଛି ଖାଦ୍ୟର ସେବନ କଲେ ଖୁବ ସକରାତ୍ମକ ପ୍ରଭାବ ମିଳିଥାଏ। ଶନିବାରରେ ଏହି ୫ଟି ଖାଦ୍ୟରୁ ଯେକୌଣସି ଗୋଟିଏ ଖାଦ୍ୟ ଖାଇଲେ ଶନିଙ୍କ ବିଶେଷ କୃପା ମିଳିଥାଏ। ଜାଣନ୍ତୁ ………
ଖେଚେଡ଼ି –
ଏହି ବାରରେ ହରଡ଼ ଡ଼ାଲି ଓ ଚାଉଳରେ ପ୍ରସ୍ତୁତ ଖେଚେଡ଼ି ଖାଆନ୍ତୁ।
କଳା ରାଶି –
କଳା ରାଶିର ସେବନ କଲେ ମଧ୍ୟ ଖୁବ ଲାଭକାରୀ ହୋଇଥାଏ।
ଗୁଲାବ ଜାମୁ –
ମାନ୍ୟତା ଅନୁଯାୟୀ, ଏହି ବାରରେ ଗୁଲାବ ଜାମୁ ସେବନ କରିବା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ –
ଏହି ବାରରେ ସୋରିଷ ତେଲରେ ପ୍ରସ୍ତୁତ ଯେକୌଣସି ଖାଦ୍ୟ ଖାଇଲେ ଶନିଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
କଳା ଚଣା –
କଳା ଚଣାରେ ପ୍ରସ୍ତୁତ ତରକାରୀ ଖାଇବା ମଧ୍ୟ ଶୁଭଙ୍କର।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories