କୁଚିଣ୍ଡା : ଜମନକିରା ଏସବିଆଇ ଶାଖାରୁ ଡ଼କାୟତି ପାଇଁ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବ୍ୟାଙ୍କର ସାଇରନ ବାଜିବାରୁ ପାଟ୍ରୋଲିଂ କରୁଥିବା ପୁଲସି ପହଞ୍ଚିଥିଲା। ଡ଼କାୟତି ପାଇଁ ଉଦ୍ୟମ କରୁଥିବା ସମୟରେ ସାଇରନ ବାଜିବାରୁ ଡ଼କାୟତ ପଳାଇଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରୁ କୌଣସି ଜିନିଷ ଲୁଟ ହୋଇନଥିବା ସୂଚନା ମିଳିଛି। ଡ଼କାୟତମାନେ ବ୍ୟାଙ୍କର ସିସିଟିଭି ତାର ଛିଣ୍ଡାଇଦେଇଛନ୍ତି ବୋଲି ଜଣାପଡ଼ିଛି।
Popular Categories



